ଭାରତୀୟ କ୍ରିକେଟ ଦଳକୁ କରୋନା କାଳ : ୟୁଜବେନ୍ଦ୍ର ଚହଲ ଓ କେ.ଗୌତମ କରୋନା ପଜିଟିଭ୍

ନୂଆଦିଲ୍ଲୀ: ବର୍ତ୍ତମାନ ଶ୍ରୀଲଙ୍କା ଗସ୍ତରେ ଥିବା ଭାରତୀୟ କ୍ରିକେଟ୍ ଦଳ ଉପରେ କରୋନା ନିଜର କାୟା ବିସ୍ତାର କରିବାରେ ଲାଗିଛି। କୄନ୍ୟାଳ ପାଣ୍ଡ୍ୟାଙ୍କ ପରେ ଏବେ ଆଉ ଦୁଇ ଜଣ ଖେଳାଳି କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଖବର ମିଳିଛି। ଏହି ଦୁଇ ଖେଳାଳି ହେଲେ, ଟିମ୍ ଇଣ୍ଡିଆର ଷ୍ଟାର ସ୍ପିନର ୟୁଜବେନ୍ଦ୍ର ଚହଲ ଓ କେ.ଗୌତମ। ତେବେ ଭାରତୀୟ ଟିମରେ ଆଉ ଦୁଇ ଖେଳାଳି ପଜିଟିଭ୍ ଚିହ୍ନଟ ହେବା … Continue reading ଭାରତୀୟ କ୍ରିକେଟ ଦଳକୁ କରୋନା କାଳ : ୟୁଜବେନ୍ଦ୍ର ଚହଲ ଓ କେ.ଗୌତମ କରୋନା ପଜିଟିଭ୍